ହରଡ଼ ଘଣା Haraṟḍ̠a ghaṇā
- ଦେ. ବି—(ଲକ୍ଷଣାର୍ଥ) — କୌଣସି ବ୍ଯକ୍ତିକୁ କଷ୍ଟ ବା ଦଣ୍ଡ ଦେବାପାଇଁ ତା ପ୍ରତି ପ୍ରୟୋଗ କରା ଯିବା ଉପାୟ ବା ଯନ୍ତ୍ର — Any instrument or means used to torment a person
- ଦେ. ବି—(ଲକ୍ଷଣାର୍ଥ) — [ଦ୍ର—ତୈଳବୀଜକୁ ଘଣାରେ ପକାଇ ପେଶିଲେ ତେଲ ବାହାରେ; ମାତ୍ର, ହରଡ଼କୁ ଘଣାରେ ପକାଇ ପେଶିଲେ ତେଲ ବାହାରେ ନାହିଁ; କେବଳ ପରିଶ୍ରମହିଁ ସାର ହୁଏ। ତେଣୁ କୌଣସି ସାରହୀନ କାମରେ କୌଣସି ବ୍ଯକ୍ତିକୁ ପକାଇଲେ ଏହି ଶବ୍ଦର ଉଦାହରଣ ଦିଆଯାଏ]