ହର୍ଷସୂଚକ Harsha sūchaka

  • ସଂ. ବିଣ [ 6 ଷ୍ଠୀ ତତ୍] — ଆନନ୍ଦସୂଚକ; ଯାହାଦ୍ୱାରା ହର୍ଷ ସୂଚିତ ହୁଏ — Indicative of delight