ହର୍ଷମାଣ Harshamāṇa

  • ସଂ. ବିଣ [ହୃଷ୍ ଧାତୁ+କର୍ତ୍ତୃ ଶାନଚ (ଆନ)] — ହୃଷ୍ଟ— ମାନସ; ହର୍ଷଯୁକ୍ତ — Delighted
  • ସଂ. ବିଣ [ହୃଷ୍ ଧାତୁ+କର୍ତ୍ତୃ ଶାନଚ (ଆନ)] — ପ୍ରୀତମାନସ — Pleased