ହର୍ଷ ଦେବ Harsha deba
- ଦେ. ବି (ନାମ) — କାଶ୍ମୀରର ଜନୈକ ରାଜା — Name of a king of Kashmir
- ଦେ. ବି (ନାମ) — [ଦ୍ର—ଏ ପ୍ରସିଦ୍ଧ ସଂସ୍କୃତ ରତ୍ନାବଳୀ ଗ୍ରନ୍ଥର ରଚୟିତା; ଖ୍ରୀ; 1113 ରୁ 1125 ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ।] — [ଦ୍ର—ଏ ପ୍ରସିଦ୍ଧ ସଂସ୍କୃତ ରତ୍ନାବଳୀ ଗ୍ରନ୍ଥର ରଚୟିତା; ଖ୍ରୀ;1113ରୁ1125ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ]