ହର୍ରଙ୍ଗି Har-raṅgi

  • ଦେ. ବିଣ. ପୁଂ — ନାନାପ୍ରକାରର — Of various sorts or kinds
  • ଦେ. ବିଣ. ପୁଂ — ନାନାବର୍ଣ୍ଣ ବିଶିଷ୍ଟ; ନାନାବର୍ଣ୍ଣ ରଞ୍ଜିତ — Multi coloured
  • ଦେ. ବିଣ. ପୁଂ — ନବରଙ୍ଗିଆ; କୌତୁକପ୍ରିୟ — Fond of amusements
  • ଦେ. ବିଣ. ପୁଂ — ସର୍ବଦା ପରିବର୍ତ୍ତନପ୍ରିୟ — Very fond of change
  • ଦେ. ବିଣ. ପୁଂ — ଯେ ସର୍ବଦା ଭିନ୍ନ ଭିନ୍ନ ପୋଷାକ ବଦଳାଏ — Fond of assuming different dress at different times