ହର୍ମ୍ମ୍ୟ Harmmya
- ସଂ. ବି (ହୃ ଧାତୁ+କର୍ତ୍ତୃ ଯ; ମ ଆଗମ; ଯାହା ମନକୁ ହରଣ ବା ମୁଗ୍ଧ କରେ) — ପ୍ରସ୍ତର, କାଷ୍ଠ, ଇଷ୍ଟକାଦି ନିର୍ମିତ ଧନୀମାନଙ୍କ ଧବଳିତ ବାସଭବନ; ପ୍ରାସାଦ; ବଡ଼ କୋଠା ଅଟ୍ଟାଳିକା — Palatial building; mansion; big building
- ସଂ. ବି (ହୃ ଧାତୁ+କର୍ତ୍ତୃ ଯ; ମ ଆଗମ; ଯାହା ମନକୁ ହରଣ ବା ମୁଗ୍ଧ କରେ) — [ଦ୍ର—ରାଜାଙ୍କ ଛଡ଼ା ଅନ୍ଯ ଧନୀମାନଙ୍କ ପ୍ରାସାଦକୁ ହର୍ମ୍ମ୍ୟ ବୋଲାଯାଏ—ରାୟମୁକୁଟ]