ହର୍ନମାନ୍ Harnimān
- ବୈଦେ. ବି. (ଇଂ. ନାମ) — ଭାରତ ହିତୈଷୀ ଜନୈକ ସ୍ୱର୍ଗତ ବିଲାତି ସାହେବ — Mr. Horniman
- ବୈଦେ. ବି. (ଇଂ. ନାମ) — [ଦ୍ର— ଏ ଭାରତବାସୀଙ୍କ ମଙ୍ଗଳାର୍ଥ ଇଂରେଜ ଗଭର୍ଣ୍ଣମେଣ୍ଟଙ୍କ ସମ୍ବନ୍ଧେ କେତେଗୁଡ଼ିଏ ଅପ୍ରିୟ ସତ୍ୟ କହିଥିବାରୁ ଭାରତ ଗଭର୍ଣ୍ଣମେଣ୍ଟ ଏହାଙ୍କୁ ଭାରତବର୍ଷକୁ ଆସିବାକୁ ନିଷେଧ କରିଥିଲେ।]