ହର୍ନ ଦେବା Harn debā

  • ଦେ. କ୍ରି — (ପଥିକଙ୍କୁ ସତର୍କ କରିବା ପାଇଁ ମଟର ଓ ସାଇକଲର ଚାଳକ) ଶିଙ୍ଗାଦ୍ୱାରା ଧ୍ୱନି କରିବା — To sound the horn (said of the driver of a motor or cycle)