ହର୍ତ୍ତା Harttā

  • ସଂ. ବିଣ. ପୁଂ (ହୃ ଧାତୁ+କର୍ତ୍ତୃତୃ. ହର୍ତ୍ତୃ ଶବ୍ଦ 1 ମା 1 ବ) ହରଣକର୍ତ୍ତା; ଯେ ହରଣ କରେ — One who takes away
  • ସଂ. ବିଣ. ପୁଂ (ହୃ ଧାତୁ+କର୍ତ୍ତୃତୃ. ହର୍ତ୍ତୃ ଶବ୍ଦ 1 ମା 1 ବ) ଅପହାରକ — One who steals away
  • ସଂ. ବିଣ. ପୁଂ (ହୃ ଧାତୁ+କର୍ତ୍ତୃତୃ. ହର୍ତ୍ତୃ ଶବ୍ଦ 1 ମା 1 ବ) ଗ୍ରହଣକାରୀ — Taking; accepting
  • ସଂ. ବିଣ. ପୁଂ (ହୃ ଧାତୁ+କର୍ତ୍ତୃତୃ. ହର୍ତ୍ତୃ ଶବ୍ଦ 1 ମା 1 ବ) ସଂହାରକ, ବିନାଶକ — Killing; destroying
  • ସଂ. ବିଣ. ପୁଂ (ହୃ ଧାତୁ+କର୍ତ୍ତୃତୃ. ହର୍ତ୍ତୃ ଶବ୍ଦ 1 ମା 1 ବ) ବହନକାରୀ — Carrying
  • ବି — ସୂର୍ଯ୍ୟ (ଶାମ୍ବ ପୁରାଣୋକ୍ତ ସୂର୍ଯ୍ୟଙ୍କ ନାମ) — Name of the Sun god