ହର୍ତାକର୍ତା Hartā kartā

  • ସଂ. ବିଣ. ପୁଂ — ବିନାଶକ ଓ ସର୍ଜକ — Destroying and creating
  • ସଂ. ବି. ପୁଂ — ସୃଷ୍ଟିର ବିନାଶକର୍ତ୍ତା ଓ ସୃଜକ — Destroyer and creator of creation
  • ସଂ. ବି. ପୁଂ — (ଲକ୍ଷଣାର୍ଥ) ସର୍ବମୟ ପ୍ରଭୁ — All in all; a master who has every power; an all-powerful person