ହରେଲ୍ ଡାଲ୍ Herel ḍal
- ପ୍ରାଦେ. (ଖଡ଼ିଆଳ) ବି — ଶତାବରୀ ଗୁଳ୍ମ — Asparagus Racemosus
- ପ୍ରାଦେ. (ଖଡ଼ିଆଳ) ବି — [ଦ୍ର—ଶ୍ରାବଣ ଅମାବାସ୍ୟା ଦିନ ଏ ଡାଳ ଘରେ ଖୋସିବା ଦ୍ୱାରା ଘରବାସୀ ସମସ୍ତ କୁଶଳରେ ରହନ୍ତି, ଏଣୁ ଏହାର ଅନ୍ଯ ନାମ 'ଦେ ବାଢ଼ୁନ'(=ଦେବ ମାର୍ଜନୀ); କାରଣ ଗ୍ରାମ ଦେବତା ଏହା ଦ୍ୱାରା ଘର ଓଳାନ୍ତି; ସୁତରାଂ ସେ ଘରର ମଙ୍ଗଳ ହୁଏ, ଏହା ଲୋକବିଶ୍ୱାସ।]