ହରେକୃଷ୍ଣ ଦାସ Harekṛushṇa Dāṡa

  • ଦେ. ବି (ନାମ) — ଓଡ଼ିଶାର ଜନୈକ ସ୍ୱର୍ଗତ ଦେଶହିତୈଷୀ ବ୍ଯକ୍ତି — A late patriot of Orissa
  • ଦେ. ବି (ନାମ) — [ଦ୍ର—ଏ ଓଡ଼ିଶା ଗଡ଼ାଜାତସମୂହର, ଆସିଷ୍ଟାଣ୍ଟ୍ ସୁପରିଣ୍ଟେଣ୍ଡେଣ୍ଟ୍ ଥାଇ, ଓଡ଼ିଶାର ଦେଶହିତକର ବହୁକାର୍ଯ୍ୟରେ ଦେଶହିତୈଷୀ ସ୍ୱର୍ଗତ ବିଚିତ୍ରାନନ୍ଦଙ୍କର ଜଣେ ବିଶିଷ୍ଟ ସହକର୍ମୀ ଥଲେ। ଏହାଙ୍କର ଗଡ଼ଜାତରେ କାର୍ଯ୍ୟ କରୁଥିବା ସମୟରେ ଅନୁଗୁଳ ଓ ସମ୍ବଲପୁର ସରକାରଙ୍କ ଖାସ୍ ଶାସନକୁ ଆସିଥିଲା। ଏହାଙ୍କ ଜନ୍ମସ୍ଥାନ ଯାଜପୁର ଅନ୍ତର୍ଗତ କଣ୍ଟାବଣିଆ ଗ୍ରାମ। 1877 ମସିହାରେ ଏହାଙ୍କର ମୁତ୍ୟୁ ହୋଇଥିଲା।] — [ଦ୍ର—ଏ ଓଡ଼ିଶା ଗଡ଼ାଜାତସମୂହର, ଆସିଷ୍ଟାଣ୍ଟ୍ ସୁପରିଣ୍ଟେଣ୍ଡେଣ୍ଟ୍ ଥାଇ, ଓଡ଼ିଶାର ଦେଶହିତକର ବହୁକାର୍ଯ୍ୟରେ ଦେଶହିତୈଷୀ ସ୍ୱର୍ଗତ ବିଚିତ୍ରାନନ୍ଦଙ୍କର ଜଣେ ବିଶିଷ୍ଟ ସହକର୍ମୀ ଥଲେ ଏହାଙ୍କର ଗଡ଼ଜାତରେ କାର୍ଯ୍ୟ କରୁଥିବା ସମୟରେ ଅନୁଗୁଳ ଓ ସମ୍ବଲପୁର ସରକାରଙ୍କ ଖାସ୍ ଶାସନକୁ ଆସିଥିଲା ଏହାଙ୍କ ଜନ୍ମସ୍ଥାନ ଯାଜପୁର ଅନ୍ତର୍ଗତ କଣ୍ଟାବଣିଆ ଗ୍ରାମ1877ମସିହାରେ ଏହାଙ୍କର ମୁତ୍ୟୁ ହୋଇଥିଲା]