ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ Hare kṛushṇa Hare Kṛushṇa krushṇa krushṇa Hare Hare

  • ସଂ. ଅ — ରାମ, ହରି ଓ କୃଷ୍ଣଙ୍କ ନାମର ସମ୍ବୋଧନ ବିଭକ୍ତିରେ ନିଷ୍ପନ୍ନ ପଦମାନଙ୍କଦ୍ୱାରା ଶ୍ଳୋକାକାରରେ ରଚନା; କଳିଯୁଗରେ ତାରକ ବ୍ରହ୍ମନାମ, ମନ୍ତ୍ରଶ୍ଳୋକର ପ୍ରଥମ ପଦ — Half of a couplet used by a devotee invoking God (Hari) in three names and laid down to be the formula in which God (Hari) is to be invoked in the present (Kaḻi) age