ହରିୟୂପୀୟା Hariyūpīyā

  • ସଂ. ବି (ନାମ) — ବେଦୋକ୍ତ ମହାଜନପଦ ବା ମହାଦେଶ— ବିଶେଷର ନାମ; ମାନବ ଜାତିର ଆଦି ଜନ୍ମଭୂମି — Name of a continent mentioned in the Bedas and said to be the original birth-place of man
  • ସଂ. ବି (ନାମ) — [ଦ୍ର—ପ୍ରତ୍ନତତ୍ୱବିତ୍ ଆଧୁନିକ ପଣ୍ଡିତମାନେ ଏହାକୁ ଆଧୁନିକ ୟୁରୋପ — (Europe)(ଲାଟିନ୍ ନାମ ୟୁରୁପା) ମହାଦେଶ ଥିବା ଅନୁମାନ କରନ୍ତି— ଜ୍ଞାନେନ୍ଦ୍ର ଚନ୍ଦ୍ର, ବଙ୍ଗଳା ଅଭିଧାନ]