ହରିଡ଼ା ବାହାଡ଼ା ଅଁଅଳା Hariṟḍ̠ā bāhāṟḍ̠ā a-añḻā
- ଦେ. ବି. (ସହଚର) (ହରୀତକୀ, ବିଭୀତକୀ ଓ ଆମଳକୀ) (ଔଷଧାର୍ଥେ ବ୍ଯବହୃତ) ତ୍ରିଫଳା; ହରୀତକୀ ବିଭୀତକୀ ଓ ଆମଳକୀ ନାମକ ତିନିଗୋଟି ଫଳର ସମାହାର — Three fruits; black myrobalan, beleric myrobalan and emblic myro- balan used in medicine
- ଦେ. ବି. [ଦ୍ର—ହରିଡ଼ା ବାହାଡ଼ା ଓ ଅଅଁଳା ଫଳମାନଙ୍କୁ ଶୁଖାଇ ଛେଚି ତହିଁର ମଞ୍ଜିଗୁଡ଼ିକ ବାହାର କରିସାରି ଅବଶିଷ୍ଟ ପ୍ରତ୍ୟେକ ପଦାର୍ଥରୁ ସମ— ପରିମାଣରେ 1 ତୋଳାକୁ ଛଟାଙ୍କିଏ ପାଣିରେ 5।6 ଘଣ୍ଟା ବତୁରାଇ ଉକ୍ତ ପାଣିରୁ ବତୁରା ଯାଇଥିବା ଦ୍ରବ୍ୟକ୍ତ ଛାଣି ଫିଙ୍ଗି ଦେଇ ସେ ପାଣିକୁ ଭୋଜନର ଅନ୍ତତଃ 4 ଘଣ୍ଟା ପରେ ପ୍ରତିଦିନ ପାନ କଲେ କୋଷ୍ଠବଦ୍ଧତା ଦୂର ହୁଏ; ଏହା ପରୀକ୍ଷିତ।] — [ଦ୍ର—ହରିଡ଼ା ବାହାଡ଼ା ଓ ଅଅଁଳା ଫଳମାନଙ୍କୁ ଶୁଖାଇ ଛେଚି ତହିଁର ମଞ୍ଜିଗୁଡ଼ିକ ବାହାର କରିସାରି ଅବଶିଷ୍ଟ ପ୍ରତ୍ୟେକ ପଦାର୍ଥରୁ ସମ— ପରିମାଣରେ1ତୋଳାକୁ ଛଟାଙ୍କିଏ ପାଣିରେ56ଘଣ୍ଟା ବତୁରାଇ ଉକ୍ତ ପାଣିରୁ ବତୁରା ଯାଇଥିବା ଦ୍ରବ୍ୟକ୍ତ ଛାଣି ଫିଙ୍ଗି ଦେଇ ସେ ପାଣିକୁ ଭୋଜନର ଅନ୍ତତଃ4ଘଣ୍ଟା ପରେ ପ୍ରତିଦିନ ପାନ କଲେ କୋଷ୍ଠବଦ୍ଧତା ଦୂର ହୁଏ; ଏହା ପରୀକ୍ଷିତ]