ହରିହରାତ୍ମକ Hariharātmaka
- ସଂ. ବି — ହରିହର କ୍ଷେତ୍ର (ଦେଖ) — Harihara kshetra (See)
- ସଂ. ବି — ଗରୁଡ଼ (ଶବ୍ଦ— ରତ୍ନାବଳୀ) — The mythological king of birds
- ସଂ. ବି — ଶିବ ବାହନ ବୃଷ (ଶବ୍ଦରତ୍ନାବଳୀ) — The bull which is said to carry Ṡiba on his back
- ବିଣ. ପୁଂ — ଯାହାଙ୍କ ଆତ୍ମାରେ ହରି ଓ ହର ବିଦ୍ଯମାନ — Whose soul is pervaded by Hari and Hara