ହରିହର ଭେଟ Harihara bheṭa
- ଦେ. ବି — ହରିଙ୍କ ସହିତ ଶିବଙ୍କର ଭେଟ — The meeting of Hari with Ṡiba
- ଦେ. ବି — ଶିବ ଚତୁର୍ଦ୍ଦଶୀ (ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ)ର ରାତ୍ରି ଶେଷରେ ମହାଦେବଙ୍କ ପ୍ରତିମା ଓ ବିଷ୍ଣୁଙ୍କ ପ୍ରତିମା ଦ୍ୱୟଙ୍କର ପରସ୍ପର ଭେଟ ହେବାରୂପ ଉତ୍ସବ — 3. The ceremony of the meeting of the images of Hari and Ṡiba towards the last part of the Ṡibarātri night