ହରିଶାଣ Hariṡāṇa
- ଦେ. ବି — ଆତଗଛ ପରି ଏକ ପ୍ରକାର ନାତିଦୀର୍ଘବନ୍ୟବୃକ୍ଷ — A wild tree of middle stature like the custard apple tree, the leaves of which are used in polishing ivory and horn articles
- ଦେ. ବି — [ଦ୍ର—ଏଥିର ପତ୍ରର ପିଠି ପାଖରେ ଟାଣୁଆ ଲୋମମାନ ଥାଏ। ଏହି ପତ୍ରର ପିଠିପାଖ ଶିଙ୍ଗର ଓ ହାତୀଦାନ୍ତର ଜିନିସ ମାନଙ୍କ ଉପରେ ଘଷିଲେ ସେମାନ ପାଲିସ ହୁଏ]