ହରିଲୁଟ୍ Hariluṭ
- ଦେ. ବି (ସଂ. ହରି ଓ ଲୁଣ୍ଠନ) — ଉତ୍ସବ ବିଶେଷ; ହରି ସଂକୀର୍ତ୍ତନ ପରେ ହରିଙ୍କ ଉଦ୍ଦେଶ୍ୟରେ ନିବେଦିତ ପ୍ରସାଦ (ଉଖୁଡ଼ା, କୋରା, ଖଇ ଆଦି) ଭୂମିରେ ବୁଣା ହେବା ପରେ ତାକୁ ସମବେତ ଭକ୍ତଗଣଙ୍କର ଆନନ୍ଦ କୋଳାହଳ କରି ଓ ହରିବୋଲ ପକାଇ ଗୋଟାଇ ପରସ୍ପର ଉପରେ ପଡ଼ି ଛଡ଼ାଛଡ଼ି ହୋଇ ଗ୍ରହଣ କରିବା ରୂପ ଉତ୍ସବ — A festival consisting of strewing the sweet offerings offered to Hari on the ground after finishing the chanting of Nāma Saṁkīrttana and the assembled people picking up as much as each can in the crowd