ହରିବୋଲିଆ Hariboliā
- ଦେ. ବିଣ — ଯେଉଁ ବ୍ଯକ୍ତି (ବା ବୈଷ୍ଣବ) ସର୍ବଦା ମୁଖରେ ହରିନାମ ଉଚ୍ଚାରଣ କରନ୍ତି — (A person) Always uttering the name of Hari
- ଦେ. ବିଣ — ଯେଉଁ ବ୍ୟକ୍ତ ସର୍ବଦା ମୁଖରେ "ହରିବୋଲ" ଶବ୍ଦ ଉଚ୍ଚାରଣ କରେ — Always uttering Haribola
- ଦେ. ବିଣ — (ଲକ୍ଷଣାର୍ଥ) (ବହୁଲୋକସମାଗମକାଳରେ ଉଚ୍ଚୈଃସ୍ୱରରେ ସମସ୍ତେ ମିଶି ହରିବୋଲ ଉଚ୍ଚାରଣ କରୁ ଥିବାରୁ) ଯେଉଁ ବ୍ଯକ୍ତି ସବୁ କାର୍ଯ୍ୟରେ ଗୋଳମାଳକୁ ବା ବହୁଲୋକଙ୍କ ଉଚ୍ଚ ସ୍ୱରକୁ ସୁଖ ପାଏ — (Figurative Noise-loving; loving confusion
- ପ୍ରାଦେ (ଗଡ଼ଜାତ) ବି — କଞ୍ଚା ଆମ୍ବର ଶଷକୁ ବାଟି ତହିଁରେ ଲୁଣ ଓ ଲଙ୍କାମରିଚ ଗୁଣ୍ଡା ଦେଇ ଆମ୍ବସଡ଼ା ପରି ପ୍ରସ୍ତ ପ୍ରସ୍ତକରି ଖରାରେ ଶୁଖାଇ ତାକୁ ପରେ ଆଚାର ରୂପେ ଖାଇବାକୁ ସାଇତା ଯାଇଥିବା ଆମ୍ବ ଆଚାର — Pickle made by drying the pasted kernel of green mango after seasoning it in salt and pepper