ହରିବଲ୍ଲଭୀ Hariballabhī

  • ସଂ ବି — ଲକ୍ଷ୍ମୀ — Goddess Lakshmī
  • ସଂ ବି — ସିଂହୀ — Lioness
  • ସଂ ବି — (ଉ— ବଞ୍ଚିଥିଲୁ ଦିନ ପଞ୍ଚବଟୀରେ ବିହରି, ବଞ୍ଚୁକ ହରିବଲ୍ଲଭୀ ଏ ଅଦ୍ଭୁତ ହରି—ଭଞ୍ଜ, ବୈଦେହୀଶବିଳାସ।)