ହରିପ୍ରିୟ Hari priya

  • ସଂ ବି — ହରିଚନ୍ଦନ; ପୀତ ଚନ୍ଦନ — A sort of yellow sandal wood
  • ସଂ ବି — କୃଷ୍ଣ ଚନ୍ଦନ; କାଳୀୟକ (ଶବ୍ଦଚନ୍ଦ୍ରିକା) — A species of sandal wood
  • ସଂ ବି — ଉଶୀର; ବେଣାମୁଁଳ (ରାଜ— ନିର୍ଘଣ୍ଟ) — The root of Beṇa grass
  • ସଂ ବି — କଦମ୍ବ ବୃକ୍ଷ (ଶବ୍ଦ କଳ୍ପଦ୍ରୁମ) — The Anthocephalus Kadamba tree
  • ସଂ ବି — ପୀତ ଭୃଙ୍ଗରାଜ (ରାଜନିର୍ଘଣ୍ଟ) — A plant, Wedelia Calendulacia
  • ସଂ ବି — ବିଷ୍ଣୁକନ୍ଦ (ରାଜନିର୍ଘଣ୍ଟ) — A herbaceous bulb
  • ସଂ ବି — କରବୀର (ରାଜନିର୍ଘଣ୍ଟ) — Oleander flower
  • ସଂ ବି — ଶଙ୍ଖ (ରାଜନିର୍ଘଣ୍ଟ) — Conch
  • ସଂ ବି — ବନ୍ଧୁକ; ବଧୁଲି ଫୁଲ (ରାଜନିର୍ଘଣ୍ଟ) — A red flower, Pentapetus Phoenicea
  • ସଂ ବି — ଶିବ (ଶବ୍ଦକଳ୍ପଦ୍ରୁମ) — God Ṡiba
  • ସଂ ବି — ବାତୁଳ (ଶବ୍ଦକଳ୍ପଦ୍ରୁମ) — A mad man
  • ସଂ ବି — କଞ୍ଚୁକ (ଶବ୍ଦକଳ୍ପଦ୍ରୁମ) — The servant in charge of the harem