ହରିପ୍ରିୟା Hari priyā
- ସଂ. ବିଣ. ସ୍ତ୍ରୀ — ହରିପ୍ରିୟର ସ୍ତ୍ରୀଲିଙ୍ଗ — 1. Feminine form of Haripriya
- ସଂ. ବିଣ. ସ୍ତ୍ରୀ — ଲକ୍ଷ୍ମୀ (ଅମର) — Goddess Laksḥmī
- ସଂ. ବିଣ. ସ୍ତ୍ରୀ — ତୁଳସୀ (ଶବ୍ଦକଳ୍ପଦ୍ରୁମ) — The holy basil plant
- ସଂ. ବିଣ. ସ୍ତ୍ରୀ — ଦ୍ୱାଦଶୀ ତିଥି [ଶବ୍ଦକଳ୍ପଦ୍ରୁମ] — The 12th day of the lunar fortnight
- ସଂ. ବିଣ. ସ୍ତ୍ରୀ — ପୃଥିବୀ [ଶବ୍ଦକଳ୍ପଦ୍ରୁମ] — The earth