ହରିନ୍ମୁଦ୍ଗ Harinmudga

  • ସଂ. ବି.— (ହରିତ୍+ମୁଦ୍ଗ; ସନ୍ଧିଦ୍ୱାରା ତ୍+ମ=ନ୍ନ) ଶାରଦ ମୁଗ; ଶାଗୁଆ ମୁଗ, (ରାଜନିର୍ଘଣ୍ଟ) — The green moong grain harvested in autumn