ହରିନ୍ମଣି Harinmaṇi

  • ସଂ ବି (କର୍ମଧା) (ହରିତ୍+ମଣି; ସନ୍ଧିଦ୍ୱାରା ତ୍+ମ=ନ୍ନ) ମରକତ ମଣି (ଅମର କୋଷ) — Emerald (gem)