ହରିନେତ୍ର Harinetra

  • ସଂ. ବି — ଶ୍ୱେତପଦ୍ମ (ରାଜନିର୍ଘଣ୍ଟ) — White lotus
  • ସଂ. ବି — (ହରି=ଶାଗୁଆନେତ୍ର ଯାହାର) ପେଚକ (ତ୍ରିକାଣ୍ଡ ଶେଷ) — Owl