ହରିନାଥ Harinātha
- ଦେ. ବି. ପୁଂ — ପୁରୁଷଙ୍କ ନାମ — A name given to males
- ଦେ. ବି. ପୁଂ — (ନାମ) ବଙ୍ଗଦେଶର ଜଣେ ଜମିଦାର — A late famous land-holder of Bengal
- ଦେ. ବି. ପୁଂ — [ଦ୍ର—ଏ 1833 ରେ ଜନ୍ମ ହୋଇ 1896 ରେ ପ୍ରାଣତ୍ୟାଗ କଲେ। ଏହାଙ୍କର ବଂଶଗତ ନାମ ହରିନାଥ ମଯୁମଦାର। ଏ ବଙ୍ଗଦେଶର ନଦୀୟାରେ ଜନ୍ମଗ୍ରହଣ କରି ବାଲ୍ୟକାଳରେ ପିତୃମାତୃହୀନ ହୋଇଥିଲେ। ପରେ ସଂସାର ତ୍ୟାଗ କରି ଲୋକସେବା ଓ ଭକ୍ତିରେ ଜୀବନ କଟାଇଲେ। — [ଦ୍ର—ଏ1833ରେ ଜନ୍ମ ହୋଇ1896ରେ ପ୍ରାଣତ୍ୟାଗ କଲେ ଏହାଙ୍କର ବଂଶଗତ ନାମ ହରିନାଥ ମଯୁମଦାର ଏ ବଙ୍ଗଦେଶର ନଦୀୟାରେ ଜନ୍ମଗ୍ରହଣ କରି ବାଲ୍ୟକାଳରେ ପିତୃମାତୃହୀନ ହୋଇଥିଲେ ପରେ ସଂସାର ତ୍ୟାଗ କରି ଲୋକସେବା ଓ ଭକ୍ତିରେ ଜୀବନ କଟାଇଲେ
- ଦେ. ବି. ପୁଂ — ଏ 'ଗ୍ରାମବାର୍ତ୍ତା ପ୍ରକାଶିକା ନାମକ ସମ୍ବାଦପତ୍ର ଚଳାଉଥିଲେ ଓ ବଙ୍ଗ ଭାଷାରେ ଅନେକଗୁଡ଼ିଏ ଭକ୍ତି ଓ ନୀତିମୂଳକ ଗ୍ରନ୍ଥ ରଚନା କରିଥିଲେ। ଏ 'ଫକୀରଚାନ୍ଦେର ବାଉଲ ସଙ୍ଗୀତ' ନାମରେ ଗୁଡ଼ିଏ ବୈରାଗ୍ୟଦ୍ୟୋତକ ସଙ୍ଗୀତ ରଚନା କରଥିଲେ]