ହରିଦ୍ରୁ Haridru

  • ସଂ. ବି—(ହରି=ମାଙ୍କଡ଼+ଦ୍ରୁ ଧାତୁ=ଯିବା+ଅଧିକରଣ କ୍ୱିପ୍) — ବୃକ୍ଷ (ହେମଚନ୍ଦ୍ର) — Tree
  • ସଂ. ବି—(ହରି=ମାଙ୍କଡ଼+ଦ୍ରୁ ଧାତୁ=ଯିବା+ଅଧିକରଣ କ୍ୱିପ୍) — ଦାରୁହରିଦ୍ରା (ଦେଖ) — Dāru haridrā (See)
  • ସଂ. ବି—(ହରି=ମାଙ୍କଡ଼+ଦ୍ରୁ ଧାତୁ=ଯିବା+ଅଧିକରଣ କ୍ୱିପ୍) — ପୀତଦାରୁ (ବୃକ୍ଷ) (ରାଜନିର୍ଘଣ୍ଟ) — A wild tree
  • ସଂ. ବି—(ହରି=ମାଙ୍କଡ଼+ଦ୍ରୁ ଧାତୁ=ଯିବା+ଅଧିକରଣ କ୍ୱିପ୍) — [ଦ୍ର—ଏହା ଶୀତଳ, ତିକ୍ତ, ମଙ୍ଗଲ୍ୟ, ପିତବାତ ତ୍ୱଗ୍ଦୋଷନାଶକ, ଅଙ୍ଗ କାନ୍ତିକର, ବଲ୍ୟ (ରାଜନିର୍ଘଣ୍ଟ)]