ହରିଦ୍ରା ପ୍ରମେହ Haridrā prameha

  • ସଂ. ବି — ହଳଦୀ ବର୍ଣ୍ଣ ପ୍ରସ୍ରାବ ଓ ଜ୍ୱଳା ସମ୍ମନ୍ୱିତ ଏକ ପ୍ରକାର ମେହ ରୋଗ (ହି. ଶ.) — A kind of gonorrhoea accompanied with turmeric-yellow urine & burning sensation