ହରିଦାସୀ Haridāsī

  • ସଂ ବି ସ୍ତ୍ରୀ — ହରିଙ୍କ ସେବାକାରିଣୀ — A maid- servant of Hari
  • ସଂ ବି ସ୍ତ୍ରୀ — ହରିଭକ୍ତପରାୟଣା ସ୍ତ୍ରୀ — A female devotee of Hari
  • ଦେ. ବି. ସ୍ୱୀ — ସ୍ତ୍ରୀ ଲୋକମାନଙ୍କ ନାମ — A name given to females