ହରିଦଶ୍ୱ Haridaṡwa

  • ସଂ. ବି—(ବହୁବ୍ରୀହି; ହରିତ=ଶାଗୁଆ ଅଟେ ଅଶ୍ୱ ଯାହାଙ୍କର) ସୂର୍ଯ୍ୟ (ଅମର) — The Sun god
  • ସଂ. ବି—(ବହୁବ୍ରୀହି; ହରିତ=ଶାଗୁଆ ଅଟେ ଅଶ୍ୱ ଯାହାଙ୍କର) ଅର୍କବୃକ୍ଷ — A plant; Calotropis Gigantea