ହରିତୀକୃତ Haritīkṛuta

  • ସଂ. ବିଣ (ହରିତ+ଅଭୂତ ତଦ୍ଭାବେ ଚ୍ୱି+କୃତ) — ଯେଉଁ ବସ୍ତୁ (ପୂର୍ବେ ହରିଦ୍ ବର୍ଣ୍ଣ ନ ଥିଲା) ବର୍ତ୍ତମାନ ହରିଦ୍ବର୍ଣ୍ଣ ବିଶିଷ୍ଟ କରା ଯାଇଅଛି — Recently painted or made green