ହରିତାଶ୍ମ Haritaṡma

  • ସଂ. ବି (ହରିତ+ଅଶ୍ମନ୍; 1 ମା; 1 ବ) — ତୁତ୍ଥ; ତୁତିଆ; ମହିରିଗିରିଆ (ରାଜନିର୍ଘଣ୍ଟ) — Sulphate of copper
  • ସଂ. ବି (ହରିତ+ଅଶ୍ମନ୍; 1 ମା; 1 ବ) — ନୀଳାଭ ହରିଦ୍ବର୍ଣ୍ଣ ରତ୍ନ ବିଶେଷ; ପିରୋଜ ମଣି (ରାଜନିର୍ଘଣ୍ଟ) — A gem of emerald colour; turquoise
  • ସଂ. ବି (ହରିତ+ଅଶ୍ମନ୍; 1 ମା; 1 ବ) — [ଦ୍ର—ଏହା ପାରସ୍ୟଦେଶରେ ମିଳେ]