ହରିତାଳୀ Haritāḻī
- ସଂ. ବି (ହରିତାଳ+ସ୍ତ୍ରୀ ଈ) — ଦୁର୍ବା; ଦୁବ — The Dūba grass; the creeping grass
- ସଂ. ବି (ହରିତାଳ+ସ୍ତ୍ରୀ ଈ) — ଦକ୍ଷିଣରୁ ଉତ୍ତରକୁ ବ୍ୟାପିଥିବା ଛାୟାପଥ ବା ନକ୍ଷତ୍ରପୁଞ୍ଜଯୁକ୍ତ କ୍ଷୀଣାଲୋକ ବିଶିଷ୍ଟ ରେଖା — The milky way in the sky extending north to south
- ସଂ. ବି (ହରିତାଳ+ସ୍ତ୍ରୀ ଈ) — ଭାଦ୍ର ଶୁକ୍ଳ ଚତୁର୍ଥୀ (ମତାନ୍ତରରେ ଶୁକ୍ଳତୃତୀୟା) — The 4th day of the bright fortnight of Bhādra (or, according to some, the rd day
- ସଂ. ବି (ହରିତାଳ+ସ୍ତ୍ରୀ ଈ) — ଖଡ୍ଗର ତୀକ୍ଷ୍ଣ ଅଂଶ (ହି. ଶ) — The sharp-edged part of a sword
- ସଂ. ବି (ହରିତାଳ+ସ୍ତ୍ରୀ ଈ) — ବାୟୁ (ହି. ଶ) — Air
- ସଂ. ବି (ହରିତାଳ+ସ୍ତ୍ରୀ ଈ) — ଆକାଶରେ ମେଘ ଆଦିର ପତଳା ରେଖା (ହି. ଶ) — A thin line of cloud in the sky
- ସଂ. ବି (ହରିତାଳ+ସ୍ତ୍ରୀ ଈ) — ଜ୍ୟୋତିଷ୍ମତୀ; ଫୁଟି ଫୁଟିକା ଗୁଳ୍ମ (ହିନ୍ଦି—ମାଲକଙ୍ଗନି) [ହି. ଶ] — Cardiospermum Helicacabum (plant)