ହରିତାଳି କାଗଜ Haritāḻi kāgaja
- ଦେ. ବି—(ଏହାର ବର୍ଣ୍ଣ ଈଷତ୍ ହଳଦିଆ ଥିବାରୁ) — ପୂର୍ବେ ଓଡ଼ିଶାରେ କଟକ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ହାତଦ୍ୱାରା ମୁସଲମାନମାନଙ୍କ ପ୍ରସ୍ତୁତ କରୁଥିବା ଏକ ପ୍ରକାର ହଳଦିଆ କାଗଜ — A sort of handmade coarse paper- formerly manufactured by Mahomedans in the Padmapur village near Cuttack
- ଦେ. ବି—(ଏହାର ବର୍ଣ୍ଣ ଈଷତ୍ ହଳଦିଆ ଥିବାରୁ) — [ଦ୍ର—ପୁରୁଣା ଜମିଦାରମାନଙ୍କ ସିରସ୍ତାରେ ଏହି ହରିତାଳି କାଗଜରେ ଲେଖା ହୋଇଥିବା ଖାତା ବର୍ତ୍ତମାନ ମଧ୍ୟ ସଞ୍ଚିତ ଥିବା ଦେଖାଯାଏ।