ହରିଣାକ୍ଷୀ Hariṇākshī

  • ସଂ. ବି. ସ୍ତ୍ରୀ (ବହୁବ୍ରୀହି; ହରିଣ+ଅକ୍ଷ+ସ୍ତ୍ରୀ ଈ) — ହରିଣ ଦୃଶା (ଦେଖ) — Hariṇadṛuṡā (See)
  • ବି — ହଟ୍ଟ ବିଳାସିନୀ ନାମକ ଗନ୍ଧଦ୍ରବ୍ଯବିଶେଷ; ନଖୀ— (ଶବ୍ଦଚନ୍ଦ୍ରିକା) — Fasciolaria (a scented article got from the sea.)