ହରିଣ ପ୍ଲୁତା Hariṇa plutā

  • ସଂ. ବି — ବୃତ୍ତ ବିଶେଷ — Name of a Sanskrit metre
  • ସଂ. ବି — [ଦ୍ର—ଏହା ବର୍ଣ୍ଣାର୍ଦ୍ଧ ସମବୃତ୍ତ। ଏଥିର ବିଷମ ଚରଣରେ 3 ସ ଗଣ, 1 ଲଘୁ ଓ 1 ଗୁରୁ ବର୍ଣ୍ଣ ଓ ସମ ଚରଣରେ 1 ନଗଣ, 2 ଭଗଣ ଓ 1 ରଗଣ ଥାଏ —(ହି.ଶ] — [ଦ୍ର—ଏହା ବର୍ଣ୍ଣାର୍ଦ୍ଧ ସମବୃତ୍ତ ଏଥିର ବିଷମ ଚରଣରେ3ସ ଗଣ,1ଲଘୁ ଓ1ଗୁରୁ ବର୍ଣ୍ଣ ଓ ସମ ଚରଣରେ1ନଗଣ,2ଭଗଣ ଓ1ରଗଣ ଥାଏ —(ହି.ଶ]