ହରିଣ ନର୍ତ୍ତକ Hariṇa narttaka

  • ସଂ. ବି — କିନ୍ନର (ଶବ୍ଦ ରତ୍ନାବଳୀ) — A species of aerial beings said to be the songsters of the gods
  • ସଂ. ବି — [ଦ୍ର—ଏମାନଙ୍କର ରୂପ ହରିଣ ପରି ଓ ଏମାନେ ନୃତ୍ୟ ଗୀତାଦି କରୁଥିବାରୁ ଏମାନଙ୍କର ଏପରି ନାମକରଣ ହୋଇଅଛି]