ହରିଣ ଦୃଶା Hariṇa dṛṡā
- ସଂ. ବିଣ. ସ୍ତ୍ରୀ—(ବହୁବ୍ରୀହି, ହରିଣର ଦୃଶା ବା ନୟନ ପରି ଦୃଶା ଯାହାର) — ଏଣୀନୟନା, ଯେଉଁ ସ୍ତ୍ରୀର ଆଖି ମୃଗର ଆଖିପରି ପରି ଲମ୍ବ, ସରୁ ଓ ମନୋହର — Deer-eyed (female)
- ସଂ. ବିଣ. ସ୍ତ୍ରୀ—(ବହୁବ୍ରୀହି, ହରିଣର ଦୃଶା ବା ନୟନ ପରି ଦୃଶା ଯାହାର) — [ଦ୍ର—ଏହି ବିଶେଷଣ ପୁରୁଷ— ମାନଙ୍କ ପ୍ରତି ବ୍ଯବହୃତ ନ ହେଉଥିବାରୁ ଏ ଶବ୍ଦର ପୁଂଲିଙ୍ଗ ଦିଆଗଲା ନାହିଁ। କାରଣ କବି ଓ ଗ୍ରନ୍ଥକାରମାନେ ସ୍ତ୍ରୀମାନଙ୍କୁ ଏଣୀନୟନା ବୋଲି ବର୍ଣ୍ଣନା କରନ୍ତି; କିନ୍ତୁ ପୁରୁଷଙ୍କୁ ଏଣନୟନ କହିବାର ଶୁଣାନାହିଁ।