ହରିଗୁଣ ପୋଥି Hariguṇa pothi

  • ଦେ. ବି. — ଯେଉଁ ବିଷୟକୁ ସର୍ବଦା ଝୁରିବାକୁ ବା ଘୋଷିବାକୁ ବା ସୁମରିବାକୁ ହୁଏ — A matter which a person remembers or recites or pines after always
  • ଦେ. ବି. — [ଦ୍ର—ଶ୍ରୀକୃଷ୍ଣ ମଥୁରାକୁ ଯିବାପରେ 'ଗୋପୀମାନେ' ହରିଗୁଣ ସ୍ମରଣ କରି ଶ୍ରୀକୃଷ୍ଣଙ୍କ ପାଇଁ ଝୁରି ହେଉଥିଲେ; ଏହି କଥାରୁ ଏ ବ୍ଯବହାର ଆସିଅଛି।]