ହରିକୁଷଁ Hari kushañ

  • ଗ୍ରା. ବି. ପୁଂ. (ସଂ. ହରିକୃଷ୍ଣ) — ହରିକୃଷ୍ଣ ନାମକ ବ୍ଯକ୍ତିର ଡାକ ନାମ — Nick name of Harikṛushṇa
  • ଗ୍ରା. ବି. ପୁଂ. (ସଂ. ହରିକୃଷ୍ଣ) — [ଦ୍ର—ଓଡ଼ିଶାରେ 'ର' ର ଉଚ୍ଚାରଣ 'ରୁ' ଓ ବଂ ରେ 'ଋ' ର ଉଚ୍ଚାରଣ 'ରି' ଏବଂ ଓଡ଼ିଆରେ 'ଷ୍ଣ'କୁ ଲେକେ 'ଷ୍ଟଁ' ଓ 'ଷଁ' ଉଚ୍ଚାରଣ କରନ୍ତି।]