ହରିକାନ୍ ଲଣ୍ଟଣ୍ Harikān laṇṭaṇ

  • ବୈଦେ. ବି— (ଇଂ. ହରିକେନ୍=ତୋଫାନ ବା ଝଡ଼ ଓ ଇଂ ଲାଣ୍ଟର୍ନ=ଲଣ୍ଠନ) — ଏକ ପ୍ରକାର ହାତବୁହା ଲଣ୍ଟନ, ଯାହା ତୋଫାନରେ ସୁଦ୍ଧା ଲିଭେ ନାହିଁ — Hurricane lantern
  • ବୈଦେ. ବି— (ଇଂ. ହରିକେନ୍=ତୋଫାନ ବା ଝଡ଼ ଓ ଇଂ ଲାଣ୍ଟର୍ନ=ଲଣ୍ଠନ) — ସାଧାରଣତଃ ହାତରେ ଓହଳାଇ ନେବା ଲଣ୍ଟନ୍ — An ordinary hand lantern