ହରିଆଲି ଉଆଁସ Hariāli uāñsa
- ପ୍ରାଦେ (ଖଡ଼ିଆଳ) ବି — ସାତପୁରି ଅମାବାସ୍ୟା ଶ୍ରାବଣ ଅମାବାସ୍ୟା — The new moon of the month of Ṡrābanā
- ପ୍ରାଦେ (ଖଡ଼ିଆଳ) ବି — [ଦ୍ର—ଏ ଅମାବାସ୍ୟା ଦିନ ଗ୍ରାମର ଗାଈ ଚରାଇବା ଲୋକ ଶତାବରୀ ଡାଳ ଆଣି ଗ୍ରାମର ପ୍ରତ୍ୟେକ ବ୍ଯକ୍ତିଙ୍କ ଘରେ ଖୋସିଯାଏ। ଲୋକ— ବିଶ୍ୱାସ ଯେ, ଏହା ଦ୍ୱାରା ଗ୍ରାମବାସୀମାନେ କୁଶଳରେ ରହନ୍ତି।]