ହରି ହୟ Hari haya

  • ସଂ. ବି (ବହୁବ୍ରୀହି; ହରି=ଶାଗୁଆ ଅଟନ୍ତି ହୟ=ଘୋଡ଼ା ଯାହାଙ୍କର) — ଇନ୍ଦ୍ର (ଅମର କୋଷ) — God Indra
  • ସଂ. ବି (ବହୁବ୍ରୀହି; ହରି=ଶାଗୁଆ ଅଟନ୍ତି ହୟ=ଘୋଡ଼ା ଯାହାଙ୍କର) — ସୂର୍ଯ୍ୟ (ଶବ୍ଦକଳ୍ପଦ୍ରୁମ) — The sun
  • ସଂ. ବି (ବହୁବ୍ରୀହି; ହରି=ଶାଗୁଆ ଅଟନ୍ତି ହୟ=ଘୋଡ଼ା ଯାହାଙ୍କର) — କାର୍ତ୍ତିକେୟ (ଶବ୍ଦକଳ୍ପଦ୍ରୁମ) — God Kārttikeya
  • ସଂ. ବି (ବହୁବ୍ରୀହି; ହରି=ଶାଗୁଆ ଅଟନ୍ତି ହୟ=ଘୋଡ଼ା ଯାହାଙ୍କର) — ଗଣେଶ (ଶବ୍ଦକଳ୍ପଦ୍ରୁମ) — God Gaṇeṡa