ହରି ହର Hari hara
- ସଂ. ବି. — ବିଷ୍ଣୁ ଓ ଶିବ — Bishṇu and Ṡiba
- ସଂ. ବି. — ସଂଯୁକ୍ତ ବିଷ୍ଣୁ ଓ ଶିବ ମୂର୍ତ୍ତି — A form of Divinity consisting or Bishṇu and Ṡiba together
- ସଂ. ବି. — [ଦ୍ର—ଏକଦା ସମ୍ମିଳିତ ଋଷି ଓ ଦେବତାମାନଙ୍କୁ ବିଷ୍ଣୁ ବୁଝାଇଥିଲେ ଯେ, ହରି ଓ ହର ଏକାତ୍ମକ ଅଟନ୍ତି ଓ ଏଥିର ପ୍ରମାଣ ସ୍ୱରୁପ ଡାହାଣଫାଳ ବିଷ୍ଣୁ ମୂର୍ତ୍ତି ବାମଫାଳ ଶିବ ମୂର୍ତ୍ତି ବିଶିଷ୍ଟ ରୂପ ସେମାନଙ୍କୁ ଦେଖାଇଥିଲେ। ଏହାଙ୍କ ବିଷୟ ବାମନ ପୁରାଣ 59 ଶ ଓ 64 ଶ ଅଧ୍ୟାୟରେ ଏବଂ ଦେବୀ ପୁରାଣ 12 ଶ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି।] — [ଦ୍ର—ଏକଦା ସମ୍ମିଳିତ ଋଷି ଓ ଦେବତାମାନଙ୍କୁ ବିଷ୍ଣୁ ବୁଝାଇଥିଲେ ଯେ, ହରି ଓ ହର ଏକାତ୍ମକ ଅଟନ୍ତି ଓ ଏଥିର ପ୍ରମାଣ ସ୍ୱରୁପ ଡାହାଣଫାଳ ବିଷ୍ଣୁ ମୂର୍ତ୍ତି ବାମଫାଳ ଶିବ ମୂର୍ତ୍ତି ବିଶିଷ୍ଟ ରୂପ ସେମାନଙ୍କୁ ଦେଖାଇଥିଲେ ଏହାଙ୍କ ବିଷୟ ବାମନ ପୁରାଣ59ଶ ଓ64ଶ ଅଧ୍ୟାୟରେ ଏବଂ ଦେବୀ ପୁରାଣ12ଶ ଅଧ୍ୟାୟରେ ବର୍ଣ୍ଣିତ ହୋଇଅଛି]
- ଦେ. ବି. ପୁଂ — ପୁରୁଷଙ୍କ ନାମ — A name given to males