ହରି ମନ୍ଥଜ Harimanthaja
- ସଂ. ବି—(ହରିମନ୍ଥ ଦେଶରେ ଏହା ପ୍ରଚୁର ଜନ୍ମୁ— ଥିବାରୁ) ଚଣକ (ଅମରକୋଷ, ଭରତା — The chicken pea
- ସଂ. ବି—(ହରିମନ୍ଥ ଦେଶରେ ଏହା ପ୍ରଚୁର ଜନ୍ମୁ— ଥିବାରୁ) ବୁଟ — Gram
- ସଂ. ବି—(ହରିମନ୍ଥ ଦେଶରେ ଏହା ପ୍ରଚୁର ଜନ୍ମୁ— ଥିବାରୁ) କୃଷ୍ଣମୁଦ୍ଗ (ହେମଚନ୍ଦ୍ର) (ଦେଖ) — Kṛushṇa mudga (See)