ହରି ମନ୍ଥକ Harimanthaka

  • ସଂ. ବି—(ହରିମନ୍ଥ ଦେଶରେ ଏହା ପ୍ରଚୁର ଜନ୍ମୁ— ଥିବାରୁ) ଚଣକ (ଅମରକୋଷ, ଭରତ) — The chicken pea
  • ସଂ. ବି—(ହରିମନ୍ଥ ଦେଶରେ ଏହା ପ୍ରଚୁର ଜନ୍ମୁ— ଥିବାରୁ) ବୁଟ — Gram
  • ସଂ. ବି—(ହରିମନ୍ଥ ଦେଶରେ ଏହା ପ୍ରଚୁର ଜନ୍ମୁ— ଥିବାରୁ) କୃଷ୍ଣମୁଦ୍ଗ (ହେମଚନ୍ଦ୍ର) (ଦେଖ) — Kṛushṇa mudga (See)