ହରି ଭଜନ Haribhaj̄ana
- ସଂ. ବି ( 6 ଷ୍ଠୀ ତତ୍) — ସର୍ବଦା ହରିଙ୍କ ନାମ ସ୍ମରଣ ଓ କୀର୍ତ୍ତନ — Chanting of and devotion to the name of Hari constantly
- ଦେ. ବି — କୌଣସି ବ୍ଯକ୍ତିଙ୍କ ଦ୍ୱାରା ହରିନାମ ଉଚ୍ଚାରଣ — Utterance of the name of Hari by a single person
- ଦେ. ବି — (ଦ୍ର—ସାଧାରଣତଃ ଜଣେ ଲୋକଙ୍କର ଏକାକୀ ବସି ହରିଙ୍କ ନାମ ଉଚ୍ଚାରଣ ଓ ଗାନ କରିବାକୁ 'ହରିଭଜନ' ଓ ବହୁ ଲୋକଙ୍କର ଖୋଳ କରତାଳ ସହିତ 'ହରିନାମ ଗାନ' କୁ 'ହରିସଂକୀର୍ତ୍ତନ' ବୋଲାଯାଏ।)
- ଦେ. ବି — ହରିଙ୍କ ନାମଯୁକ୍ତ ସ୍ତବ ବା ଗାନ — a hymn containing the name of Hari
- ଦେ. ବି — ପୁରୁଷଙ୍କ ନାମ — A name given to males