ହରାହାରି Harāhāri
- ଦେ. ବି ଓ ବିଣ — ହାରାହାରୀ (ଦେଖ) — Hārā hāri (See)
- ଦେ. ବି ଓ ବିଣ — ବହୁବସ୍ତୁର ମୂଲ୍ୟ ଆଦି ହିସାବ କରି ତହିଁର ଗୋଟିଏ ମଥୋଟ ବାଛିବା; ମୋଟ ଉପରେ ହିସାବ — Rateable; average
- ଦେ. ବି ଓ ବିଣ — ହରଣ ଆଦି କାର୍ଯ୍ୟ — Act of Haraṇa etc
- ଦେ. ବି ଓ ବିଣ — ହାରିବା ଓ ଜିତିବା; ଜୟ ଓ ପରାଜୟ — Victory. and defeat
- ପ୍ରାଦେ (ଗଡ଼ଜାତ) ବି — ଏକ ପ୍ରକାର ଶାକଗୁଳ୍ମ — A kind of potherb
- ପ୍ରାଦେ (ଗଡ଼ଜାତ) ବି — [ଦ୍ର—ଏଥିରେ ମାଣ୍ଡିଆ କେଣ୍ଡାପରି ଫଳ ଧରେ]।