ହରାମ୍ ଖୋର୍ Harām khor

  • ବୈଦେ. ବିଣ (ଆ. ହରାମ୍+ଫା. ଖୋର୍) — ନିଷିଦ୍ଧ ଖାଦ୍ୟ ଖାଦକ — Eating prohibited food
  • ବୈଦେ. ବିଣ (ଆ. ହରାମ୍+ଫା. ଖୋର୍) — ନିଷିଦ୍ଧ ବା ପାପଜନକ ଭାବରେ ଅର୍ଜିତ ଧନରେ ଜୀବିକା ନିର୍ବାହକାରୀ — Living on the earning of a bad or prophibited or sinful act